ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ପତଣ୍ଡା ଗ୍ରାମରେ ଥିବା କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବଡ ଭାଇ ସ୍ବର୍ଗତ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ଏକାଦଶାହ ସୃତି ସଭା ରେ ଯୋଗ ଦେବା ପାଇଁ ଓଡିଶା ର ଲୋକ ପ୍ରିୟତା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗ୍ରସ୍ତ କରିଥିଲେ, ଏହି ଗ୍ରସ୍ତ କରିଥିବା ସମୟ ରେ ତହସିଲ ଅଫିସ ଠାରୁ ଅଳ୍ପ ଦୁରେଇ ଥିବା ସଙ୍କଟ ମୋଚନ ହନୁମାନ ବଟିକା ରହିଅଛି, ସେଠାରେ ଆଜକୁ ଦୀର୍ଘ ଦିନ ହେଲା ହନୁମାନ ପୂଜା ପାଉଛନ୍ତି, ପ୍ରତେକ ବର୍ଷ ପଣା ସଂକ୍ରାନ୍ତି ଦିନ ହନୁମାନ ଙ୍କ ପାଖରେ ପୂଜାପାଠ,ହୋମ ଯଂଜ୍ଞ, ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି, ସଙ୍କଟ ମୋଚନ ହନୁମାନ ବଟିକା ର ଉର୍ନତି କରଣ ଯଥା ହନୁମାନ ମନ୍ଦିର ନିର୍ମାଣ କରିବା, ପଂଚାୟତ ତରଫରୁ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା, ଭକ୍ତ ମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ କରିବା ଦାବୀ ନେଇ ଗଣିଆ ବଜରଙ୍ଗୀ ଦଳ ଓ ସନ୍ଥବାବାଜି ଶ୍ରୀ ଶତ୍ରୁଘନ ପଣ୍ଡା ଙ୍କ ସହିତ ପତଣ୍ଡା ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୁ ଦାବୀ ପତ୍ର ପ୍ରଦାନ କରିବା କରିଥିଲେ, ମୁଖ୍ୟମନ୍ତ୍ରୀ କୁ ଦାବିପତ୍ର ପ୍ରଦାନ କଲା ପରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ