ଗଣିଆ -(ମନୋରଞ୍ଜନ ମଳିକ )- ହିନ୍ଦୁ ଧର୍ମ ରେ ଲୋକ ମାନେ ବାରମାସରେ ତେର ପର୍ବ ପାଳନ କରନ୍ତି, କିନ୍ତ ତେର ପର୍ବ ମଧ୍ୟ ରୁ ସାବିତ୍ରୀ ବ୍ରତ ମହିଳା ମାନଙ୍କ ର ଅନ୍ୟତମ, ପୂରଣ ରେ ବର୍ଣନା କରାଯାଇଛି ସତୀ ସାବିତ୍ରୀ ତାର ସ୍ୱାମୀ ଜଙ୍ଗଲ କୁ ଯାଇଥିବା ସମୟରେ ମୁର୍ତ ହୋଇ ପଡ଼ିଥିଲେ, ସାବିତ୍ରୀ ଯମରାଜ ପାଖରୁ ଫେରାଇ ଆଣିବା ସହିତ ପୁର୍ଣ ଜନ୍ମ ପାଇଁ ବା ନିମନ୍ତେ ସନ୍ତି ସାବିତ୍ରୀ ଏହି ସାବିତ୍ରୀ ବ୍ରତ କରିଥିଲେ, ସେହି ଦିନ ଠାରୁ ହିନ୍ଦୁ ମହିଳା ମାନେ ସ୍ୱାମୀ ର ଦୀର୍ଘାୟୁ କାମନା କରିବ ବ୍ରତ ପାଳନ କରୁଛନ୍ତି, ସାବିତ୍ରୀ ଓଷା ପାଇଁ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଶୈବ ପୀଠ ରାଉତପଡା, ଜଗନ୍ନାଥ ପ୍ରସାଦ, ଛାମୁଣ୍ଡିଆ ଗୁପ୍ତେଶ୍ୱର ମନ୍ଦିର, କିଶୋର ପ୍ରସାଦ ରେ ବାବା ବିଶ୍ୱନାଥ ପତଣ୍ଡା, କଳାଶିମିଳି ରେ ଆଜି ସକାଳୁ ସକାଳୁ ମହିଳା ମାନେ ପହଂଚି ସ୍ୱାମୀ କୁ ଭଲରେ ରଖିବା ନିମନ୍ତେ ଶିବ କୁ ପୂଜା ଚର୍ଣ୍ଣା କରିନ୍ତି,ପ୍ରତେକ ଶୈବ ରେ ପ୍ରବଳ ଭିଡ ଦେଖିବକୁ ମିଳିଥିଲା,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା