March 16, 2026

Utkal Sambad

ଲୋକ ସଂଗଠନ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ତରଫରୁ ଡ଼. ବାବା ସାହେବ ଭୀମରାଓ ଙ୍କ ଜୟନ୍ତୀ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମ ପଂଚାୟତ ଗୋଛାବାରୀ ଠାରେ ଡ଼. ବାବା ସାହେବ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି, ଖବର ନେବାରୁ ଜଣାଗଲାଯେ ବଡସିଲିଙ୍ଗା ଗ୍ରାମ ପଂଚାୟତ ର 11ଗୋଟି ଗ୍ରାମରୁ 50ରୁ ଉର୍ଦ୍ଧ ଲୋକ ଦଳିତ ଆଦିବାସୀ ମହିଳା ପୁରୁଷ ଯୋଗ ଦେଇ ଥିଲେ, ଏଥିରେ ନାଏବ ସରପଞ୍ଚ ଙ୍କ ପ୍ରତିନିଧି ମାନସ ଯାନୀ ଙ୍କ ନେତୃତ୍ୱରେ ଆୟୋଜକ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ରେ ସମ୍ବିଧାନ ଉପରେ ଆଲୋଚନା କରାଗଲା, ଏହି କାର୍ଯ୍ୟକ୍ରମ ରେ ସଂଚାର ର ସମ୍ପାଦକ ପ୍ରଫୁଲ କୁମାର ମିଶ୍ର ଉପସ୍ଥିତ ଥିଲେ,