ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ମା କଳାପାଟ ଠାକୁରାଣୀ ଙ୍କ ପୀଠରେ ଥିବା ପାଣି ଟାଙ୍କି ର ବାରଣ୍ଡାରେ ଏକ ଅଜଣା ମହିଳା ଙ୍କ ମୁତ ଦେହ ପଡି ରହିଛି ବୋଲି ଜଣାପଡିଛି, ଉକ୍ତ ମହିଳା ଆଜକୁ ଦୀର୍ଘ ଦିନ ହେଲା ମା ଙ୍କ ପାଖରେ ରହୁଥିଲା, ବାଟୋଇ ଠାରୁ ଆରମ୍ଭ କରି ଗ୍ରାମବାସୀ ଯଦି କେତେବେଳେ କିଛି ଦେଉଥିଲେ ଖାଉଥିଲା ନହେଲେ ଉପବାସ ରହୁଥିଲା, ଭୋକର ଯନ୍ତ୍ରଣା ସହି ନ ପାରି ଶେଷରେ ତାର ମୃତୁ ଘଟିଥିବା ଜଣାପଡିଛି, ମହିଳା ର ପରିଚୟ ମିଳି ନଥିବା ବେଳେ କେହି ବି କିଛି କହି ପାରୁନାହାନ୍ତି, କିଏ ମହିଳା ର ଶବ ବ୍ୟବଚ୍ଛେଦ କରିବ ତାହା ଦେଖିବାକୁ ବାକି ରହିଲା I
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ