ଗଣିଆ -(ମନୋରଞ୍ଜନ ମଳିକ )-ବିହାର ରେ ଦୁଇ ଓଡ଼ିଆ ଯୁବକ ମୃତୁ ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରାସଙ୍ଗ ଗ୍ରାମ ପଂଚାୟତ ର କାଦୁଆ ଗ୍ରାମର ବିଜୟ ବେହେରା, ଗୋଛାବାରୀ ଗ୍ରାମର ମିଲୁ ବେହେରା ଉଭୟ ମିଶି ବିହାର ପାଟଣା ରେ ଦାଦନ ଖଟି ବାକୁ ଜୁଲାଇ ମାସରେ ଏଲାଣ୍ଡି କମ୍ପାନୀ କୁ ଯାଇ ଥିଲେ, ସେଠାରେ ଉଭୟ ଙ୍କ ମୃତୁ ଘଟିଛି ବୋଲି ଜଣାପଡିଛି, ଉଭୟ ଯୁବକ ଙ୍କ ପରିବାର ଗରିବ ଲୋକ ହୋଇ ଥିବାରୁ ସରକାରୀ ସାହାଯ୍ୟ ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି I
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ