ଭୁବନେଶ୍ୱର: ଉତ୍କୃଷ୍ଟ ସେବା ଏବଂ ସମାଜ ପାଇଁ ଅହେତୁକ ଅବଦାନ ପାଇଁ ଆମେରିକାନ ମ୍ୟାନେଜମେଣ୍ଟ ୟନଭରସିଟି ତରଫରୁ ଓଡ଼ିଶା ର ବିଶିଷ୍ଟ ସମାଜସେବୀ ତଥା ଯୁବଜ୍ୟୋତି ଯୁବକ ସଂଘ ର ପ୍ରତିଷ୍ଠାତା ଶ୍ରୀ ଚଣ୍ଡେଶ୍ୱର ଜୟସିଂହ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ଅବସର ରେ ଶ୍ରୀ ଜୟସିଂହ କହିଛନ୍ତି ଯେ, ସମାଜ ସେବା କୁ ସେ ନିଜର ବ୍ରତ ଭାବି ୧୯୯୭ ମସିହା ରୁ ସମାଜ ସେବା ଆରମ୍ଭ କରି ସମାଜ ର ଦଳିତ ଅବହେଳିତ, ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କ ସେବା କୁ ନିଜର ବ୍ରତ ଭାବି ଆଗେଇ ଚାଲିବା ସହ ଆଗାମୀ ଦିନରେ ଓଡ଼ିଶା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜ ମଙ୍ଗଳ ରେ ନିୟୋଜିତ ହେବେ।
ଏହି ସମ୍ମାନ ପାଇଁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ମିଳୁଚି।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ