ଦଶପଲ୍ଲା -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଟାକେରା ଛକ ଠାରେ ବଡ ଦୃଘଟଣା ଶନିବାର ଦିନ ସନ୍ଧ୍ୟା 6ଘଟିକା ହୋଇ ଯାଇଛି ବୋଲି ଜଣାପଡିଛି, ସୂଚନା ଅନୁସାରେ ଦଶପଲ୍ଲା ନିକଟସ୍ଥ ଟାକେରା ଛକ ଠାରେ ଏକ ବାଇକି ଵାଲା କୁ ରକ୍ଷା କରିବା ପାଇଁ ଦୁଇ ମାଲବାହୀ ଟ୍ରକ ଦୃଘଟଣା, ଦୃର୍ଘଟଣା ରେ 2ମୂର୍ତ 2ଗୁରୁତ୍ୱ ର ଅବସ୍ଥା ରେ ଥିବାରୁ ଦଶପଲ୍ଲା ମେଡିକାଲ କୁ ସ୍ଥାନନ୍ତରିତ କରାଯାଇଛି, ମେଡିକାଲ ରେ ଚିକିତ୍ସାତ ହେଉଛନ୍ତି,ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରିରଖିଛି,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ