March 13, 2026

Utkal Sambad

ଗୁରୁବାର ଗଣିଆ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କୁ ଗୁରୁବାର ଦିନ ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଖବର ନେବାରୁ ଜଣାଗଲାଯେ କନ୍ଧମାଳ ସାସଂଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସ୍ୱର୍ଗତ ବଡଭାଇ ଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଗଣିଆ ବ୍ଲକ ପତଣ୍ଡା ଗ୍ରାମରେ ଉପସ୍ଥିତ ରହିବେ, ଏହା ଫଳରେ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଧିକାରୀ ମାନେ ଜୋରଜାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଥମେ ଗଣିଆ ହାଇସ୍କୁଲ ସ୍କୁଲ ରେ ହେଲିପ୍ୟାଡ଼ ରେ ଅବତରଣ କରି ପତଣ୍ଡା ଯିବେ, ସେଠାରେ ଯୋଗ ଦେଇ କାର୍ଯ୍ୟକର୍ତା ଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି, କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଯିବେ,