ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ପରିସରରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ଏଲିଡିଟି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ଆଠ ଗୋଟି ପଂଚାୟତ ର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ, ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭ୍ରଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ, ଏଲିଡିଟି ମାଧ୍ୟମରେ ଜନସାଧାରଣ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ କରିଥିଲେ,ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଭିନକ୍ଷମ ବ୍ୟକ୍ତି, ବିଧବା, ଘରପୋଡି, ସହିଦ ପରିବାର, ହାତୀଉପ ଦ୍ରବ,ବନ୍ୟା କ୍ଷତି ଗ୍ରସ୍ତ ଯୋଗ୍ୟ ପରିବାରକୁ ଏହି ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ଘର ଯୋଗାର ଦିଆ ଯିବା ପାଇ ସଚେତନତା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଗଣିଆ ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ, ଏମପି ନୋମିନି ଶ୍ରୀଯୁକ୍ତ ଶରତ କର, ଆଠ ଗୋଟି ପଂଚାୟତ ର ସରପଞ୍ଚ ଓ ସମିତି ସହିତ ଗଣିଆ ର ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀ ସାଗର କୁମାର ନନ୍ଦ ଅତିରିକ୍ତ ବିଡ଼ିଓ ଶ୍ରୀ ରତନ ଲାଲ ଲୋହରା ଉପସ୍ଥିତ ଥିଲେ,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା