June 26, 2025

Utkal Sambad

ଗଣିଆ ବନବିଭାଗ ଦ୍ଵାରା ହରିଣ ଉଦ୍ଧାର

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ପତଣ୍ଡା ଗ୍ରାମ ଭିତରୁ ଏକ ହରିଣ କୁ ଉଦ୍ଧାର କଲା ଗଣିଆ ବନବିଭାଗ, ସ୍ଥାନୀୟ ଲୋକ ମାନେ ହରିଣ କୁ କାବୁ କରି ଗଣିଆ ବନ ବିଭାଗ କୁ ଖବର ଦେଇ ଥିଲେ, ଘଟଣା ସ୍ଥଳରେ ବନ ବିଭାଗ ପହଂଚି ହରିଣ କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସା କରିବା ପରେ ସ୍ଥାନୀୟ ଜଙ୍ଗଲ ରେ ଛାଡି ଦେଇଛନ୍ତି, ହରିଣ ଟି ସମ୍ପୂର୍ଣ ସୁସ୍ଥ ଥିବା ଫରେଷ୍ଟର ସୂଚନା ଦେଇଛନ୍ତି,