ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ପରିସରରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ବଜ଼ାର ର ସଭାପତି ଶ୍ରୀ ଦାଶରଥି ସାହୁ, ଉପସଭାପତି ଶ୍ରୀ କୁଳମଣି ସାହୁ ସମ୍ପାଦକ ପ୍ରଭାତ କୁମାର ଦାଶ, ଚିତ୍ତରଞ୍ଜନ ସାହୁ ଜଗନ୍ନାଥ ଦାଶ, ଅଟଳ ବିହାରୀ ରାଉତ, ସନ୍ତୋଷ କୁମାର ରାଉତ ସମେତ 100ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗ ଦେଇଥିଲେ,ଦୁର୍ଗାପୂଜା ପାଇଁ ବିଭିନ୍ନ ଦା୍ୟୁତ ପ୍ରଦାନ କରିଥିଲେ, ସରକାର ଙ୍କ ନିୟମ ଅନୁସାରେ ଦୁର୍ଗା ପୂଜା ଶାନ୍ତିଶୃଙ୍ଖଳା ର ସହିତ ପୂଜା ସମ୍ପାଦନ କରିବାକୁ ସଭାପତି ଅନୁରୋଧ କରିଥିଲେ |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ