ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଗ୍ରାମ ପଞ୍ଚାୟତ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପାନୀୟ ଜଳ ଅସୁବିଧା ରହିଛି ବୋଲି ବିଶେଷ ସୃତ୍ରରୁ ଜଣାପଡ଼ିଛି, ଖାବର ନେବରେ ଜଣା ଗଳଯେ ଆଡକଟା ଠାରେ ନିର୍ମାଣ ହୋଇ ଥିବା ଆଦର୍ଶ ବିଦ୍ୟାଳୟ ର ପ୍ରାୟ ୨୦୦ରୁ ଉର୍ଦ୍ଧ୍ ଛାତ୍ରଛାତ୍ରୀ ମାନେ ପାଠ ପଡ଼ୁଥିବା ସହିତ ବିଦ୍ୟାଳୟ ର କର୍ମଚାରୀ ମାନେ ପାଣି ପାଇ ଅସୁବିଧା ହେଉଛନ୍ତି, ବିଦ୍ୟାଳୟ ରେ ଗୋଟିଏ ଵୋରୱାଲ ଥିଲେ ମଧ୍ୟ କାମରେ ଆସୁନି, ପାଣି ପାଇ ଅସୁବିଧା ହେଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ, ତେଣୁ ତୁରନ୍ତ ବିଦ୍ୟାଳୟ ନଳକୂପ ନିର୍ମାଣ କରିବା ପାଇଁ ଅଭିବାହାକ ମନେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଦାବୀ କରିଛନ୍ତି |
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା