ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ମା କଳାପାଟ ଙ୍କ ପୀଠରେ ଚାଲି ଥିବା ବିଶ୍ଵଶାନ୍ତି ମହାଯଂଜ୍ଞ ଶନିବାର ଦିନ ଉଦଯାପିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ଡିସେମ୍ବର ମାସ 4ତାରିଖ ଠାରୁ 7ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇ ଥିଲା, ମା ଙ୍କ ପାଖରେ ଚାରି ଦିନ ହେଲା ଘୃତ ଯଂଜ୍ଞ, ନାମ ଯଂଜ୍ଞ, ବସ୍ତ୍ର ଯଂଜ୍ଞ, ଅନ ଯଂଜ୍ଞ, ପ୍ରବଚନ, ଭଂଜନ ସମାରୋହ, ଚାଲିଥିଲା, ଶନିବାର ଦିନ ରାମ ବାବା ଙ୍କ ପଟଶିଷ୍ୟା ଲଳିତ ନାରାୟଣ ଦାସ ଙ୍କ ସହିତ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ଗରିବ ନିରୀହ, ବାବା ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ,, ବିଶ୍ଵଶାନ୍ତି ମହାଯଂଜ୍ଞ କୁ ଚାରିଦିନ ହେଲା ନୟାଗଡ ଜ଼ିଲ୍ଲା ପ୍ରଶାସନ ଦା୍ୟୁ ତ ନେଇ ଥିବା ବେଳେ ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା, ଖଣ୍ଡପଡା SDPO ବିମଳ ବାରିକ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା, ଵାଣିଗୋଚ୍ଛା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଙ୍କ ସହିତ ଜ଼ିଲ୍ଲା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ DR, RC ସାମନ୍ତରାୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ |
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା