ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବେଲପଡା ପାଟଣା ଗ୍ରାମପଂଚାୟତ ର ୱାଲିପୁର ଠାରେ ଥିବା ଓଁ ଶ୍ରୀ ଶ୍ରୀ ମା ଚିରିଣୀ ଠାକୁରାଣୀ ଙ୍କ ମକର ମେଳା ଆସନ୍ତା ମଙ୍ଗଳ ବାର ଦିନ ଧୂମୁଧାମ ରେ ପାଳନ କରାଯିବ ବୋଲି ଜଣାପଡିଛି, ସୂଚନା ଅନୁସାରେ ୱାଲିପୁର ଗ୍ରାମରେ ଥିବା ମାଆ ଚିରିଣୀ ଠାକୁରାଣୀ ଙ୍କ ମକର ଯାତ୍ରା ପ୍ରତେକ ବର୍ଷ ଗ୍ରାମବାସୀ ଙ୍କ ତରଫରୁ ପାଳନ ହେଉଛନ୍ତି, ଏହି ବର୍ଷ 13/1/25ରିଖ ଠାରୁ ଆରମ୍ଭ ହୋଇ 16/1/25ପର୍ଯ୍ୟନ୍ତ ଶେଷ ହେବ ବୋଲି ଜଣାପଡିଛି, ଦିନ ବେଳେ ମହାଭାରତ ନାଟକ ଓ ମାତୃ ମଣ୍ଡଳୀ ସହିତ ରାତ୍ରରେ ସାମାଜିକ ନାଟକ ପରିବେଷଣ ହେବ, ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ