June 27, 2025

Utkal Sambad

ଆସନ୍ତା କାଲି ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ପ୍ରସିଦ୍ଧ ଚାରି ଦୋଳ ଯାତ୍ରା

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ରେ ଆସନ୍ତା 18/3/25ରେ ଓ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ପ୍ରସିଦ୍ଧ ଚାରି ଦୋଳ ଯାତ୍ରା ଅନୁଷ୍ଠିତ ହେବ, ଖବର ନେବାରେ ଜଣାଗଲାଯେ ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ର ପ୍ରସିଦ୍ଧ ଚାରି ଦୋଳ ଯାତ୍ରା ଅନୁଷ୍ଠିତ ହେବ, ଗୋପୀନାଥ ଜୀଉ ଓ ଭୋଲେଶ୍ଵର ମହାଦେବ କୁ ଗ୍ରାମ ପରିକ୍ରମା କରି ଗଣିଆ ହାଟ ରେ ଯାତ୍ରା ଅନୁଷ୍ଠିତ ହେବ, ଚାରି ଦୋଳ ଯାତ୍ରା ପାଇ ସନ୍ଧ୍ୟା ରେ ରାମ ନାଟକ ହେବ, ଏହି ଯାତ୍ରା କୁ ଗଣିଆ ଗ୍ରାମବାସୀ ଓ ଗଣିଆ ପଂଚାୟତ ତରଫରୁ ହେବ ବୋଲି ଜଣାପଡିଛି, ବହୁ ସଂଖ୍ୟାରେ ଯୋଗ ଦେବାକୁ ସରପଞ୍ଚ ଶ୍ରୀ ଗିରିଧାରୀ ସେଠି ଅନୁରୋଧ କରିଛନ୍ତି |