ଗଣିଆ (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କରଡ଼ାପଡା ଗ୍ରାମପଞ୍ଚାୟତ ଅତର୍ଗତ ନୂଆପଡା ଲେଣ୍ଡୁରିଝରୀ ମଧ୍ୟସ୍ଥଳ ରେ ଥିବା ଆଦି ଅନାଦି ମହାପ୍ରଭୁ ଙ୍କର 29ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି, ସୂଚନା ଅନୁସାରେ ଆଦି ଅନାଦି ମହାପ୍ରଭୁ ଙ୍କ ପାଖରେ ଜାନୁୟାରୀ ମାସ 10ତାରିଖ ରେ କଳସ ଯାତ୍ରା, 11ତାରିଖ ଦିନ ଯଂଜ୍ଞ ଆରମ୍ଭ, 12ତାରିଖ ଦିନ ଯଂଜ୍ଞ ପୂର୍ଣ୍ଣାହୁତି କରାଯିବ ବୋଲି ଜଣାପଡିଛି, ଆଦି ଅନାଦି ଙ୍କ ପୀଠରେ ସଂକ୍ରିତନ ନାମଯଂଜ୍ଞ, ସାଧୁ ମେଳା, ହୋମ ଯଂଜ୍ଞ, ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଅଛି, ଏହି ଉତ୍ସବ ରେ ଦଶପଲ୍ଲା ଓ ଗଣିଆ ବ୍ଲକ ର ଭକ୍ତ ମାନେବହୁ ସଂଖ୍ୟାରେ ଯୋଗ ଦେଇ ଥିବା ବେଳେ ବାହାରୁ କିଛି ଭକ୍ତ ମାନେ ଆସି ଥିଲେ, ଏହି ଉତ୍ସବ ଟି ସର୍ବଜନ
ମଙ୍ଗଳାଭିଲାଷୀ ଶ୍ରୀ ତୈଲୋକ୍ୟବାସୀ ଶରଣମ୍, ଶ୍ରୀ ବିଶ୍ଵବାସୀ ଶରଣମ୍, ସହିତ ଆଶ୍ରମ ର ଶିଷ୍ୟା ଓ ଶିଷ୍ୟ ବୃନ୍ଦ ଙ୍କ ସହିତ ନଅ ମୌଜ଼ା ର ନୂଆପଡା, ସପଡା, ବାଘୁଆ, ଗୌଡ଼ତୁମାଣ୍ଡି, ନାରଣ ପ୍ରସାଦ ଗ୍ରାମବାସୀ ମାନେ ସହଯୋଗ କରିଥିଲେ, ପ୍ରତେକ ବର୍ଷ ଏହି ଉତ୍ସବ ପାଳନ କରାଯାଉଛି ବୋଲି ଜଣାପଡିଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ