March 13, 2026

Utkal Sambad

tower

ସିଆଚେନ୍ ଗ୍ଲାସିଅରରେ ସେବା ପ୍ରଦାନ କରୁଥିବା ପ୍ରଥମ ଅପରେଟର ହୋଇଛି ଜିଓ କାରାକୋରାମ ରେଞ୍ଜରେ ୧୬,୦୦୦ ଫୁଟ ଉଚ୍ଚରେ କନେକ୍ଟିଭିଟି ମୋବାଇଲ୍ ସେବା ସବୁଠୁ ଆଗରେ ଥିବା ସେନା ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିଛି ଲଦାଖ: ରିଲାଏନ୍ସ ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ କରିଛି। ଭାରତୀୟ ସେନାର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ'...