March 18, 2026

Utkal Sambad

Reliance jewellery

ତିରୁପତି କଲେକ୍ସନ୍'ର ଦଶମ ସଂସ୍କରଣ ଉନ୍ମୋଚନ କରିଛି ପବିତ୍ର ପରମ୍ପରାରେ ସନ୍ନିହିତ ଏହି ଉତ୍ତମ ସୁନା ଏବଂ ହୀରା ସଂଗ୍ରହ ତିରୁପତିର ଭଗବାନ ବାଲାଜୀଙ୍କୁ ଭକ୍ତି ଅର୍ପଣ ଗ୍ରାହକମାନେ ସୁନା ଅଳଙ୍କାରର ଗଢା ମଜୁରୀ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ହୀରା ଅଳଙ୍କାର ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ  ମୁମ୍ବାଇ: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି...