ଗଳ୍ପ କବିତା ଭାଇର ହାତରେ ଭଉଣୀ ରାକ୍ଷୀ ବିଶ୍ୱାସର ଅଟେ ସେ ମୂକ ସାକ୍ଷୀ August 11, 2024 utkal sambad **ଗୋବିନ୍ଦ ବେହେରା *** ଭାଇ ଭଉଣୀଙ୍କ ପବିତ୍ର ବନ୍ଧନେ ରାକ୍ଷୀ ଏକା ମୂକ ସାକ୍ଷୀ, ଭାଇର ହାତରେ ଭଉଣୀ ବାନ୍ଧଇ ସେନେହ ର ସେତ ରାକ୍ଷୀ l...