March 13, 2026

Utkal Sambad

Moon

ହିନ୍ଦୁଧର୍ମରେ ପ୍ରତ୍ୟେକ ତିଥିର ବିଶେଷତ୍ବ ଅଛି। ପୂର୍ଣ୍ଣିମା ଓ ଅମାବାସ୍ୟା ପ୍ରତ୍ୟେକ ମାସରେ ଥରେ ଆସେ। ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅନ୍ତିମ ତିଥିକୁ ଅମାବାସ୍ୟା କୁହାଯାଏ।...