June 27, 2025

Utkal Sambad

Jio phone

1 min read

ଜିଓ ପକ୍ଷରୁ ଦୁଇଟି ନୂଆ ୪ଜି ଫିଚର ଫୋନ ଜିଓଭାରତ ଭି୩ ଏବଂ ଭି୪ ଶୁଭାରମ୍ଭ - ଉଭୟ ଭି୩ ଏବଂ ଭି୪ ମୋବାଇଲ ଫୋନର ମୂଲ୍ୟ ପ୍ରତି ଫୋନ ପାଇଁ ୧୦୯୯ ଟଙ୍କା ରଖାଯାଇଛି - ୪୫୫ ରୁ ଅଧିକ ଲାଇଭ୍ ଟିଭି ଉପଲବ୍ଧ ହେବ - ମାତ୍ର ୧୨୩ ଟଙ୍କାରେ ହେବ ମାସିକ ରିଚାର୍ଜ ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି।...