ବିଶ୍ୱ ଭଲିବଲ୍ ଆନ୍ଦୋଳନକୁ ସଶକ୍ତ କରିବା ପାଇଁ ଏଫଆଇଭିବିର ପ୍ରୟାସକୁ ସୁଦୃଢ଼କରିବ ନୂତନ ଦୃଷ୍ଟିକୋଣ ଏବଂ ବିବିଧ ଅଭିଜ୍ଞତା ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ୨୦୨୪-୨୦୨୮ ଅଲିମ୍ପିକ୍ ଚକ୍ର ପାଇଁ ଇଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍ ଙ୍କୁ ଏହାର ପ୍ରଶାସନିକ ବୋର୍ଡରେ ନିଯୁକ୍ତି ଘୋଷଣା କରି ଗର୍ବିତ, ଯାହା ସଂଗଠନର ସର୍ବୋଚ୍ଚ ସ୍ତରରେ ତାଜା ଦୃଷ୍ଟିକୋଣ, ବ୍ୟବସାୟିକ ବୁଦ୍ଧି ଓ କୌଶଳ ଏବଂ ଖେଳାଳି ପ୍ରତିନିଧିତ୍ୱ ଆଣିଛି। ଅମ୍ବାନୀ ଏବଂ ବାୱଡେନ୍ ଉଭୟଙ୍କୁ ଏଫଆଇଭିବି ସମ୍ବିଧାନର ଧାରା ୨.୪.୧.୫ ଅନୁଯାୟୀ ନିଯୁକ୍ତ କରାଯାଇଛି, ଯାହା ଏଫଆଇଭିବି ସଭାପତିଙ୍କୁ ବିଭିନ୍ନ ବର୍ଗରେ ଚାରି ଜଣ...