March 18, 2026

Utkal Sambad

Elephent

ପ୍ରାକୃତିକ ବାସସ୍ଥାନ ଏବଂ ସକାରାତ୍ମକ ତାଲିମ ମାଧ୍ୟମରେ ବନ୍ୟଜନ୍ତୁଙ୍କୁ ମିଳିବ ନୂତନ ଜୀବନ ଜାମନଗର: ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର 'ବନ୍ତାରା ' ଏବେ ଇସ୍କନ ମାୟାପୁରରୁ ଦୁଇ ପୋଷା ହାତୀ ୧୮ ବର୍ଷୀୟା ବିଷ୍ଣୁପ୍ରିୟା ଏବଂ ୨୬ ବର୍ଷୀୟା ଲକ୍ଷ୍ମୀପ୍ରିୟାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ। ଗତ ବର୍ଷ ଏପ୍ରିଲ ମାସରେ ବିଷ୍ଣୁପ୍ରିୟା ନିଜ ମାହୁନ୍ତଙ୍କୁ ଘାତକ ଆକ୍ରମଣ କରିବା ପରେ ସେମାନଙ୍କ ପାଇଁ ଉତ୍ତମ ଯତ୍ନ ଏବଂ ଅନୁକୂଳ ପରିବେଶର ଆବଶ୍ୟକତା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି। ଏହି ସ୍ଥାନାନ୍ତର ପ୍ରକଳ୍ପ ପାଇଁ ତ୍ରିପୁରା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ରହିଛି I ଉଭୟ...