March 18, 2026

Utkal Sambad

Dron

ଏଟି-୧୫ ଭିଟିଓଏଲ ଡ୍ରୋନ୍ ଦେଶର ସୀମା ସୁରକ୍ଷିତ ରଖିବାରେ ସହାୟକ ହେବ ଭାରତରେ ନିର୍ମିତ ଏହି ଡ୍ରୋନଗୁଡିକ ସେନା ପାଇଁ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହେବ ଏଟି-୧୫ ର ଉଡ଼ାଣ ସମୟ ୨ ଘଣ୍ଟା ଏବଂ ଏହା ୨୦ କିଲୋମିଟର ପର୍ଯ୍ୟନ୍ତ ନୀରିକ୍ଷଣ କରିପାରିବ ତଥା ୬,୦୦୦ ମିଟର ଉଚ୍ଚତାରେ ମଧ୍ୟ କାର୍ଯ୍ୟ କରିପାରିବ ଏହା ଦେଶରେ ବସିଥିବା ସୈନିକମାନଙ୍କୁ ସୀମା ଅପର ପାର୍ଶ୍ୱରେ ଲକ୍ଷ୍ୟକୁ ସଠିକ୍ ଭାବରେ ଭେଦ କରିବାରେ ସାହାଯ୍ୟ କରିପାରିବ ଆଷ୍ଟେରିଆ ଏରୋସ୍ପେସ୍ ଭାରତୀୟ ସେନାକୁ ଏଟି-୧୫ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଡ୍ରୋନ୍ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଭାରତରେ...