October 12, 2025

Utkal Sambad

Business news

ଭାରତରେ ପ୍ରଥମ ଥର ପାଇଁ ଷ୍ଟୋରରେ ଟିର-ଟିର ଉପଲବ୍ଧ ହେବ ୫ ଟି ଷ୍ଟୋରରୁ ଆରମ୍ଭ ହେବ ମୁମ୍ବାଇ: ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ଗ୍ରାହକଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତୀୟ କୋରିଆ ସ୍କିନ୍ କେୟାର ଏବଂ ମେକଅପ୍ ବ୍ରାଣ୍ଡ ଟିର-ଟିର ର...

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଏକ 'ସମ୍ପୂର୍ଣ୍ଣ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ' ହେବା ଦିଗରେ ଏକ ପଦକ୍ଷେପ ଜୁସ ଏବଂ ବିବିଧ ଆବଶ୍ୟକୀୟ ପାନୀୟ ପାଇଁ ମାଷ୍ଟର ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ ହୋଇଛି ରସକିକ୍ ରସକିକ୍ ଗ୍ଲୁକୋ ଏନର୍ଜି ଇଲେକ୍ଟ୍ରୋଲାଇଟ୍, ଗ୍ଲୁକୋଜ୍ ଏବଂ ପ୍ରକୃତ ଲେମ୍ବୁ ରସର ସୁଗୁଣରେ ଭରପୁର ଏକ ପାନୀୟ ଏକ ବିଲିୟନରୁ ଅଧିକ ଭାରତୀୟଙ୍କ ପାଇଁ ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (RCPL) ଆଜି ରସକିକ୍ ଗ୍ଲୁକୋ ଏନର୍ଜି, ଭାରତୀୟଙ୍କ ପାଇଁ ଡିଜାଇନ୍ ହୋଇଥିବା ଶକ୍ତି ବୃଦ୍ଧି...

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌...

ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିବା ୨ଜି ରୁ ୪ଜିକୁ ଅପଗ୍ରେଡ୍ ପାଇଁ ଉତ୍ସାହ ବଢ଼ାଉଛି ଦେଶର ପ୍ରାୟ ୨୫ କୋଟି ଗ୍ରାହକ ଏବଂ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକ ଏବେ ବି ୨ଜି ନେଟୱାର୍କ ସହିତ ସଂଯୁକ୍ତ   ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓର ୨ଜି ମୁକ୍ତ ଭାରତ ଅଭିଯାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ଏବଂ ତହସିଲ ମୁଖ୍ୟାଳୟ ସହିତ ଗ୍ରାମାଞ୍ଚଳ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ଜି ବ୍ୟବହାରକାରୀଙ୍କୁ ୪ଜି ମୋବାଇଲ୍ ନେଟୱାର୍କକୁ ଉନ୍ନୀତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଥିବାରୁ ୨ଜି ରୁ ୪ଜିକୁ ଅପଗ୍ରେଡ୍ କରିବା ଏବେ ଅତି ସୁଲଭ ଓ ସହଜ ହୋଇଛି । ଜିଓଭାରତ ୪ଜି ଫୋନ୍ ସାହାଯ୍ୟରେ ଜିଓ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି ଯେଉଁମାନେ ଏବେ ମଧ୍ୟ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ସହଜରେ ଏବଂ ସୁଲଭ ମୂଲ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଅତ୍ୟାଧୁନିକ ୪ଜି ନେଟୱାର୍କ ସହିତ ଯୋଡିବା ପାଇଁ ରିଲାଏନ୍ସ ଜିଓ ନିକଟରେ...

ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ। ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। 'ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।" ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଆମକୁ ବିଶ୍ୱର ସବୁଠାରୁ ଉତ୍ସାହଭରା ସୌନ୍ଦର୍ଯ୍ୟ ବଜାରରେ ପ୍ରବେଶ କରିବାର ସୁଯୋଗ ଦେଉଛି । ଅଗଷ୍ଟିନସ୍ ବେଡ଼ର୍ କଲେକ୍ସନ ଟିରାର ଅନଲାଇନ୍ ପ୍ଲାଟଫର୍ମ ଏବଂ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅବସ୍ଥିତ ନିର୍ଦ୍ଦିଷ୍ଟ ଟିରା ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି ।