ରାଜନୀତି ରାଜ୍ୟ ଏମ୍ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ: ଅମର ଶତପଥୀ September 7, 2024 utkal sambad ଭୁବନେଶ୍ୱର: ଏମ୍ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ ।...