ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ୩୦ ରୁ ଅଧିକ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା...
ଗଣିଆ: (ମନୋଜ ମଳିକ): ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଓ ପୂର୍ବତନ ସଶକ୍ତ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସର ରେ...
ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି,ଖବର...
ମୁମ୍ବାଇ: ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୯, ୨୦୨୪) ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ...
ଭୁବନେଶ୍ୱର : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ...
ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ସମୂହ...
ନୟାଗଡ଼ -(ମନୋରଞ୍ଜନ ମଳିକ)- ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟନ ନୟାଗଡ଼ ପୁରୁଣା ସହର ଠାରେ ହୋଇ ଯାଇଛି ବୋଲି ଜଣାପଡିଛି, ସାମ୍ବାଦିକ ସଂଘ କାର୍ଯ୍ୟାଳୟ...
ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଗ୍ରାମ ପଞ୍ଚାୟତ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପାନୀୟ ଜଳ ଅସୁବିଧା ରହିଛି...
ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣଜାରି ରଖିଛି ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ମୁମ୍ବାଇ: ଭାରତର ପ୍ରମୁଖ ଫ୍ୟାସନ୍ ଇଟେଲର୍ ଆଜିଓ ଆଜି ଏହାର ପ୍ଲାଟଫର୍ମରେ ଫ୍ୟାଶନ୍ ଏବଂ ଗୁଣବତା ପାଇଁ ଜଣାଶୁଣା ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍...
ନ୍ୟୁୟର୍କ / ନୂଆଦିଲ୍ଲୀ: ନ୍ୟୁୟର୍କରେ 'ଇଣ୍ଡିଆ ଡେ ଆଟ ୟୁଏନଜିଏ ସପ୍ତାହ' ଅବସରରେ ଗ୍ଲୋବାଲ ସାଉଥର ନେତା ଭାବରେ ଭାରତର ଉଦୀୟମାନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର ବିଶ୍ୱ ବିକାଶ ଏଜେଣ୍ଡାରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିଛନ୍ତି। 'ଟାଇଗରସ ଟେଲ୍: ବିକାଶର ଏକ ନୂତନ ଦିଗନ୍ତର ନିର୍ମାଣ' ଶୀର୍ଷକ ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ୍ ନିର୍ଦ୍ଦେଶିକା ଇଶା ଅମ୍ବାନୀ, ଗୁଏନାର ବୈଦେଶିକ ମନ୍ତ୍ରୀ ହ୍ୟୁଗ ହିଲଟନ୍ ଟଡ୍, ଡିପି ୱାର୍ଲ୍ଡ ର ଗ୍ରୁପ୍ ଚେୟାରମ୍ୟାନ୍ ସୁଲତାନ୍ ଅହମ୍ମଦ ବିନ୍ ସୁଲେୟମ ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଅଂଶଗ୍ରହଣ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ନେତାମାନେ ସମାନ ବିକାଶ ଉପରେ ଚର୍ଚ୍ଚା କରିବା ପାଇଁ ନ୍ୟୁୟର୍କରେ ଏକାଠି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଆମ ଦୁନିଆ ଦ୍ରୁତ ଗତିରେ ବଦଳୁଛି । ବିଶେଷ କରି ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେବା ସହିତ ସଠିକ୍ ପଦକ୍ଷେପ ନେଉଛି। କିନ୍ତୁ ଏହି ମୁହୂର୍ତ୍ତଟି କେବଳ ପରିବର୍ତ୍ତନ ବିଷୟରେ ନୁହେଁ, ଏହା ଏକ ଉନ୍ନତତର ଭବିଷ୍ୟତ ନିର୍ମାଣ କରିବା ବିଷୟରେ ରହିଛି । ବିଶେଷକରି ଯୁବପିଢ଼ିମାନଙ୍କ ବିଷୟରେ । ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି କିନ୍ତୁ ଏକାଠି ମିଳିତ ଭାବରେ କାମ କରି ଆମେ ବାସ୍ତବିକ ପ୍ରଗତି କରିପାରିବା।" ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର କହିଛନ୍ତି କିପରି ଗ୍ଲୋବାଲ ସାଉଥର ନେତୃତ୍ୱ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି । ଜାତିସଂଘରେ ଭାରତର ଭୂମିକାକୁ ଏକ ବିଶାଳ ହୃଦୟ ରହିଥିବା ଦେଶ ଭାବରେ ସ୍ୱୀକାର କରାଯାଇଛି ଏବଂ ଏକ ଏପରି ଦେଶ ଯାହା ଗ୍ଲୋବାଲ ସାଉଥକୁ ପୁଣିଥରେ ବାର୍ତ୍ତାରେ ପୁନଃ ସାମିଲ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କିପରି ଟେକ୍ନୋଲୋଜିର ଗଣତାନ୍ତ୍ରିକକରଣ କରୁଛୁ ତାହା ଦେଖିବା ମହତ୍ତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ଦ୍ୱାରା ମିଳିତ ଭାଵେ “ଦ...