June 28, 2025

Utkal Sambad

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍ ଅମ୍ବାନୀ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି। ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ। ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ। ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛୁ। ” ଗତ ଦଶ ବର୍ଷ ମଧ୍ୟରେ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି। ଏହି ଅବଧି ମଧ୍ୟରେ ଏହି ଡାକ୍ତରଖାନା ୫୦୦ ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି।

1 min read

ସୀମିତସମୟଅଫର୍: ୩୦% ରିହାତିସହିତଉପଲବ୍ଧହେଉଛିଜିଓଭାରତଫୋନ ମାସିକରିଚାର୍ଜରେହେବ୪୦ପ୍ରତିଶତସଞ୍ଚୟ ଜିଓମାର୍ଟ, ଆମାଜନଏବଂନିକଟସ୍ଥଷ୍ଟୋରଗୁଡିକରେଉପଲବ୍ଧ ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦...

1 min read

ବିଶିଷ୍ଟ ବ୍ୟକ୍ତି, ମିଡ଼ିଆ ବ୍ୟକ୍ତିତ୍ୱଙ୍କ ଭୂୟସୀ ପ୍ରଶଂସା ୨୬ ତାରିଖ ସନ୍ଧ୍ୟାରେ ହେବ ସାରା ରାଜ୍ୟରେ ପ୍ରଦର୍ଶନ ଭୁବନେଶ୍ବର: ପ୍ରଯୋଜକ କୁମାର ପ୍ରିତମ ଦର୍ଶକଙ୍କୁ କାଳୀପୂଜାରେ ଭେଟି...

- ଭାରତରେ ଏଆଇ ଭିତ୍ତିଭୂମି ସୃଷ୍ଟି ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଏକାଠି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ଏବଂ ଜେନସେନ ହୁଆଙ୍ଗ -...

1 min read

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ ବୁଧବାର ଦିନ ଅନୁଷ୍ଠିତ...

1 min read

ଭୁବନେଶ୍ୱର: ଏନ୍ ଆରସି ଡବ୍ଲ୍ୟୁଡି ପକ୍ଷରୁ ରେଳ ଅଡିଟୋରିୟମରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି। ଦିବସର ବିଷୟବସ୍ତୁ ରହିଥ୍ ଲା, ସମ୍ମାନର ସହିତ ବାର୍ଦ୍ଧକ୍ୟ, ବିଶ୍ଵବ୍ୟାପୀ...

ଭୁବନେଶ୍ୱର : କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍‌ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।...

ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ...