ବିପିଏଲ୍ ହୋମ୍ ଥିଏଟର ଟିଭି ସମ୍ଭାର ହରମନ (HARMAN) ସହଯୋଗରେ ନିର୍ମିତ କ୍ୟୁଏଲଇଡ଼ି (QLED) ଏବଂ ୪କେ ଅଲ୍ଟ୍ରା ଏଚଡ଼ି (4K Ultra HD) ରେ ଉପଲବ୍ଧ ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ସ୍ୱଦେଶୀ ରୂପରେ ବିକଶିତ ଛଅଟି ହୋମ ଥିଏଟର...
ଚାମ୍ପିଅନସିପରେ ଶ୍ରେଷ୍ଠ ମହିଳା ଆଥଲେଟ୍ ବିବେଚିତ ରିଲାଏନ୍ସ ଫାଉଣ୍ଡେସନର ସାକ୍ଷୀ ଚବନ ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିର ଦଣ୍ଡପତି ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ଭୁବନେଶ୍ୱର: ଚଳିତ ୭ ରୁ ୧୧ ଡିସେମ୍ବର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର ଯୁବ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ୮ ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ୨ ଟି ବ୍ରୋଞ୍ଜ ପଦକ ସମେତ ମୋଟ ୧୨ ଟି ପଦକ ଜିତିଛନ୍ତି। ପୁରୁଷ ୧୦୦ ମିଟର ଦୌଡ଼ରେ (୧୦.୫୦ ସେକେଣ୍ଡ) ଏବଂ ୨୦୦ ମିଟର ଦୌଡ଼ରେ (୨୧.୨୭ ସେକେଣ୍ଡ) ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ଆଥଲେଟ୍ ଦଣ୍ଡପତି ଜୟରାମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ମହେନ୍ଦ୍ର ସାନ୍ତା, ରାଜେନ୍ଦ୍ର ସିଦ୍ଧୁ ଏବଂ ଆସ୍ତିକ ପ୍ରଧାନଙ୍କ ସହ ମିଶି ୪x୧୦୦ ମିଟର ରିଲେ ଦୌଡ଼ରେ ଏକ ନୂତନ ମିଟ୍ ରେକର୍ଡ (୪୧.୧୦ ସେକେଣ୍ଡ) ସୃଷ୍ଟି କରିଥିଲେ।ନିଜ ସଫଳତାରେ ବେଶ ଉତ୍ସାହିତ ଥିବା ଜୟରାମ କହିଛନ୍ତି, "ତିନୋଟି ସ୍ୱର୍ଣ୍ଣ ପଦକ ଜିତିବା ଗର୍ବର ବିଷୟ କାରଣ ଜଣେ ଧାବକଙ୍କ ପାଇଁ ତିନୋଟି...
ଭୁବନେଶ୍ୱର: ସୁସମ୍ବାଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ପ୍ରେସ୍ର ମିଟ୍ ଜାରି କରାଯାଇଛି । ଯେଉଁଥିରେ ଚଳିତ ବର୍ଷ ୨୧ ,୨୨ ,୨୩ ,୨୪ ,୨୫ ,ପାଞ୍ଚଦିନ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ମା କଳାପାଟ ଙ୍କ ପୀଠରେ ଚାଲି ଥିବା ବିଶ୍ଵଶାନ୍ତି ମହାଯଂଜ୍ଞ ଶନିବାର ଦିନ ଉଦଯାପିତ...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଛାମୁଣ୍ଡିଆ ଗ୍ରାମପଂଚାୟତ ର ବଡମୁଳ ଠାରେ ଥିବା ମା ବଡ ରାଉଳ ଙ୍କ ପୀଠରେ ମହାପ୍ରଭୁ...
ଗଣିଆ: (ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଗଣ ପର୍ବ ତଥା ପୁରାଣ ବର୍ଣିତ ମଣିଭଦ୍ରା ପାଦଦେଶ ରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଲକ୍ଷ...
ଏଟି-୧୫ ଭିଟିଓଏଲ ଡ୍ରୋନ୍ ଦେଶର ସୀମା ସୁରକ୍ଷିତ ରଖିବାରେ ସହାୟକ ହେବ ଭାରତରେ ନିର୍ମିତ ଏହି ଡ୍ରୋନଗୁଡିକ ସେନା ପାଇଁ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହେବ ଏଟି-୧୫ ର ଉଡ଼ାଣ ସମୟ ୨ ଘଣ୍ଟା ଏବଂ ଏହା ୨୦ କିଲୋମିଟର ପର୍ଯ୍ୟନ୍ତ ନୀରିକ୍ଷଣ କରିପାରିବ ତଥା ୬,୦୦୦ ମିଟର ଉଚ୍ଚତାରେ ମଧ୍ୟ କାର୍ଯ୍ୟ କରିପାରିବ ଏହା ଦେଶରେ ବସିଥିବା ସୈନିକମାନଙ୍କୁ ସୀମା ଅପର ପାର୍ଶ୍ୱରେ ଲକ୍ଷ୍ୟକୁ ସଠିକ୍ ଭାବରେ ଭେଦ କରିବାରେ ସାହାଯ୍ୟ କରିପାରିବ ଆଷ୍ଟେରିଆ ଏରୋସ୍ପେସ୍ ଭାରତୀୟ ସେନାକୁ ଏଟି-୧୫ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଡ୍ରୋନ୍ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ଭାରତରେ...
ଭୁବନେଶ୍ବର:ନାରାୟଣ ଇ- ଟେକ୍ନୋ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି |ଏହି ଉତ୍ସବରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ(ପୂର୍ବତଟ ରେଳବାଇ ହକି କୋଚ୍) ,...
ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଦୀର୍ଘ ସାତ ଦିନ ହେବ ବିଦ୍ୟୁତ ସଂଯୋଗ ବିଛର୍ଣ୍ଣ ହୋଇ...