ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ କିଶୋର ପ୍ରସାଦ ଗ୍ରାମପଂଚାୟତ ଥିବା DR, RC ସାମନ୍ତ ରାୟ ମହାବିଦ୍ୟାଳୟ ରେ ଧୂମାଧମରେ ପାଳିତ ହୋଇ ଯାଇଛି, RC କଲେଜ ର ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ମହାବିଦ୍ୟାଳୟ କୁ ଆସି ଗଣେଶ ପୂଜା କରିବା ସହିତ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ପଣ୍ଡା, ଉପାଦକ୍ଷ ଶ୍ରୀ ଉମାକାନ୍ତ ବେହେରା ଙ୍କ ସହିତ ସମ୍ପାଦକ ଓ କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ, ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ସହିତ ଭଂଜନ କରାଯାଇଥିଲା, ସର୍ବ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ମଞ୍ଚ ପରିଚାଳନା କରୁଥିଲେ ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ