ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ କିଶୋର ପ୍ରସାଦ ଗ୍ରାମପଂଚାୟତ ଥିବା DR, RC ସାମନ୍ତ ରାୟ ମହାବିଦ୍ୟାଳୟ ରେ ଧୂମାଧମରେ ପାଳିତ ହୋଇ ଯାଇଛି, RC କଲେଜ ର ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ମହାବିଦ୍ୟାଳୟ କୁ ଆସି ଗଣେଶ ପୂଜା କରିବା ସହିତ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ପଣ୍ଡା, ଉପାଦକ୍ଷ ଶ୍ରୀ ଉମାକାନ୍ତ ବେହେରା ଙ୍କ ସହିତ ସମ୍ପାଦକ ଓ କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ, ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ସହିତ ଭଂଜନ କରାଯାଇଥିଲା, ସର୍ବ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ମଞ୍ଚ ପରିଚାଳନା କରୁଥିଲେ ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା