March 15, 2026

Utkal Sambad

ଦେଶ ବିଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌...

*କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ* ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି...

ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ଟାଇଟେଲ ଜିତିଲେ ଓଡ଼ିଆ ମଡେଲ ରଶ୍ମି ନାୟକ  ଭୁବନେଶ୍ୱରରେ ଓଡ଼ିଆ ମଡେଲ ରଶ୍ମି ନାୟକଙ୍କୁ ଭବ୍ୟ ସମ୍ୱର୍ଦ୍ଧନା  ବିଶ୍ୱ...

- ଏଆଇ ଏବଂ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ସରକାର ପ୍ରୋତ୍ସାହନ ଦିଅନ୍ତୁ - ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା...

- ଭାରତରେ ୪,୧୦୦ ସ୍ଥାନରେ ରିଲାଏନ୍ସ ଦ୍ୱାରା କରାଯାଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ - ସଚେତନତା ଅଭିଯାନ ମଧ୍ୟ ୩୦,୦୦୦ ରୁ ଅଧିକ ପିଲାଙ୍କ ନିକଟରେ...

ମୁମ୍ବାଇ: ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୯, ୨୦୨୪) ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ...

ନ୍ୟୁୟର୍କ / ନୂଆଦିଲ୍ଲୀ: ନ୍ୟୁୟର୍କରେ 'ଇଣ୍ଡିଆ ଡେ ଆଟ ୟୁଏନଜିଏ ସପ୍ତାହ' ଅବସରରେ ଗ୍ଲୋବାଲ ସାଉଥର ନେତା ଭାବରେ ଭାରତର ଉଦୀୟମାନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର ବିଶ୍ୱ ବିକାଶ ଏଜେଣ୍ଡାରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିଛନ୍ତି। 'ଟାଇଗରସ ଟେଲ୍: ବିକାଶର ଏକ ନୂତନ ଦିଗନ୍ତର ନିର୍ମାଣ' ଶୀର୍ଷକ ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ୍ ନିର୍ଦ୍ଦେଶିକା ଇଶା ଅମ୍ବାନୀ, ଗୁଏନାର ବୈଦେଶିକ ମନ୍ତ୍ରୀ ହ୍ୟୁଗ ହିଲଟନ୍ ଟଡ୍, ଡିପି ୱାର୍ଲ୍ଡ ର ଗ୍ରୁପ୍ ଚେୟାରମ୍ୟାନ୍ ସୁଲତାନ୍ ଅହମ୍ମଦ ବିନ୍ ସୁଲେୟମ ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଅଂଶଗ୍ରହଣ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ନେତାମାନେ ସମାନ ବିକାଶ ଉପରେ ଚର୍ଚ୍ଚା କରିବା ପାଇଁ ନ୍ୟୁୟର୍କରେ ଏକାଠି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଆମ ଦୁନିଆ ଦ୍ରୁତ ଗତିରେ ବଦଳୁଛି । ବିଶେଷ କରି ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେବା ସହିତ ସଠିକ୍ ପଦକ୍ଷେପ ନେଉଛି। କିନ୍ତୁ ଏହି ମୁହୂର୍ତ୍ତଟି କେବଳ ପରିବର୍ତ୍ତନ ବିଷୟରେ ନୁହେଁ, ଏହା ଏକ ଉନ୍ନତତର ଭବିଷ୍ୟତ ନିର୍ମାଣ କରିବା ବିଷୟରେ ରହିଛି । ବିଶେଷକରି ଯୁବପିଢ଼ିମାନଙ୍କ ବିଷୟରେ । ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି କିନ୍ତୁ ଏକାଠି ମିଳିତ ଭାବରେ କାମ କରି ଆମେ ବାସ୍ତବିକ ପ୍ରଗତି କରିପାରିବା।" ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର କହିଛନ୍ତି କିପରି ଗ୍ଲୋବାଲ ସାଉଥର ନେତୃତ୍ୱ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି । ଜାତିସଂଘରେ ଭାରତର ଭୂମିକାକୁ ଏକ ବିଶାଳ ହୃଦୟ ରହିଥିବା ଦେଶ ଭାବରେ ସ୍ୱୀକାର କରାଯାଇଛି ଏବଂ ଏକ ଏପରି ଦେଶ ଯାହା ଗ୍ଲୋବାଲ ସାଉଥକୁ ପୁଣିଥରେ ବାର୍ତ୍ତାରେ ପୁନଃ ସାମିଲ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କିପରି ଟେକ୍ନୋଲୋଜିର ଗଣତାନ୍ତ୍ରିକକରଣ କରୁଛୁ ତାହା ଦେଖିବା ମହତ୍ତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ଦ୍ୱାରା ମିଳିତ ଭାଵେ “ଦ...

ଏନଏମଏସିସି ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି - ମ୍ୟାଡାମ୍ ଫିଗାରୋ ଏନଏମଏସିସି ସହିତ ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ଆମଷ୍ଟରଡାମ୍, ହଂକଂ ଏବଂ ବର୍ଲିନର କେନ୍ଦ୍ରଗୁଡିକ ମଧ୍ୟ ସାମିଲ ହୋଇଛନ୍ତି ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ...

ନୂଆଦିଲ୍ଲୀ: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ ଦର୍ଶାଅ...