ଭୁବନେଶ୍ବର: ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ଶିଳ୍ପ ରାଜ୍ୟ ମଧ୍ୟରୁ ଓଡିଶା ପ୍ରଚୁର ରସ, ରଣନୀତିକ ସ୍ଥାନ, ସରକାରୀ ସହାୟତା ଏବଂ ଘରୋଇ ଚାହିଦା ବୃଦ୍ଧି ଦ୍ବାରା...
ବାଣିଜ୍ୟ
ରିଲାଏନ୍ସ ମିଳିତ ଉଦ୍ୟୋଗରେ ୧୧,୫୦୦ କୋଟି ଟଙ୍କା ନିବେଶ କରିଛି ନୀତା ଏମ. ଅମ୍ବାନୀ ମିଳିତ ଉଦ୍ୟୋଗର ଚେୟାରପର୍ସନ ହେବେ ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଭାୟାକମ୍ ଏଇଟିନ ମିଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାୟାକମ୍...
ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି...
ମୁମ୍ବାଇ: ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ଦିନ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି।...
ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିବା ୨ଜି ରୁ ୪ଜିକୁ ଅପଗ୍ରେଡ୍ ପାଇଁ ଉତ୍ସାହ ବଢ଼ାଉଛି ଦେଶର ପ୍ରାୟ ୨୫ କୋଟି ଗ୍ରାହକ ଏବଂ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକ ଏବେ ବି ୨ଜି ନେଟୱାର୍କ ସହିତ ସଂଯୁକ୍ତ ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓର ୨ଜି ମୁକ୍ତ ଭାରତ ଅଭିଯାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ଏବଂ ତହସିଲ ମୁଖ୍ୟାଳୟ ସହିତ ଗ୍ରାମାଞ୍ଚଳ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ଜି ବ୍ୟବହାରକାରୀଙ୍କୁ ୪ଜି ମୋବାଇଲ୍ ନେଟୱାର୍କକୁ ଉନ୍ନୀତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଥିବାରୁ ୨ଜି ରୁ ୪ଜିକୁ ଅପଗ୍ରେଡ୍ କରିବା ଏବେ ଅତି ସୁଲଭ ଓ ସହଜ ହୋଇଛି । ଜିଓଭାରତ ୪ଜି ଫୋନ୍ ସାହାଯ୍ୟରେ ଜିଓ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି ଯେଉଁମାନେ ଏବେ ମଧ୍ୟ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ସହଜରେ ଏବଂ ସୁଲଭ ମୂଲ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଅତ୍ୟାଧୁନିକ ୪ଜି ନେଟୱାର୍କ ସହିତ ଯୋଡିବା ପାଇଁ ରିଲାଏନ୍ସ ଜିଓ ନିକଟରେ...
ଭୁବନେଶ୍ୱର: ଡାଟା ଟ୍ରାଫିକ୍ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ...
ଚାର୍ଟାର୍ଡକାର୍ଗୋ ବିମାନ ଦ୍ୱାରା ଆଫ୍ରିକୀୟ ହାତୀମାନଙ୍କୁ ଭାରତ ଅଣାଯାଇଛି ଅଚତମ, କାନି ଏବଂ ମୀନା ନାମକ ତିନି ହାତୀଙ୍କୁ ଉଦ୍ଧାର କରାଯାଇଛି ଅନନ୍ତ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି 'ବନତାରା' ଜାମନଗର: ଦୀପାବଳୀ ଅବସରରେ ତିନିଟି ଆଫ୍ରିକୀୟ ହାତୀଙ୍କୁ ଟ୍ୟୁନିସିଆରୁ ଉଦ୍ଧାର କରାଯାଇ ଭାରତର ଜାମନଗର ସ୍ଥିତ ବନତାରାକୁ ଅଣାଯାଇଛି। ଏହି ୨୮...
ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍ ଅମ୍ବାନୀ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି। ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ। ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ। ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛୁ। ” ଗତ ଦଶ ବର୍ଷ ମଧ୍ୟରେ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି। ଏହି ଅବଧି ମଧ୍ୟରେ ଏହି ଡାକ୍ତରଖାନା ୫୦୦ ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି।
ସୀମିତସମୟଅଫର୍: ୩୦% ରିହାତିସହିତଉପଲବ୍ଧହେଉଛିଜିଓଭାରତଫୋନ ମାସିକରିଚାର୍ଜରେହେବ୪୦ପ୍ରତିଶତସଞ୍ଚୟ ଜିଓମାର୍ଟ, ଆମାଜନଏବଂନିକଟସ୍ଥଷ୍ଟୋରଗୁଡିକରେଉପଲବ୍ଧ ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦...
- ଭାରତରେ ଏଆଇ ଭିତ୍ତିଭୂମି ସୃଷ୍ଟି ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଏକାଠି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ଏବଂ ଜେନସେନ ହୁଆଙ୍ଗ -...