March 18, 2026

Utkal Sambad

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ

ଗଣିଆ-(ମନୋରଞ୍ଜନ ମଳିକ)-ଓଡିଶା ର ଗର୍ବ ଓ ଗୌରବ ଆମ ସମସ୍ତ ଙ୍କ ପ୍ରିୟ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନରେ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଟାଣୁଆ ବିଜେପି ନେତା ରାଘବ ମଲ୍ଲିକ, ଆଜି ସକାଳୁ ସକାଳୁ ନିଜ ସମର୍ଥନଙ୍କ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ତରଫରୁ ଶ୍ରୀ ପ୍ରଧାନଙ୍କ ଦୀର୍ଘାୟୁ କାମନା କରିବା ସହିତ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଥିଲେ, ଏହି ଅବସରରେ ଶ୍ରୀ ପ୍ରଧାନ ଙ୍କ ଜନ୍ମ ଦିବସ କୁ ମନେପକାଇବା ପାଇଁ ଶତାଧିକ ବିଜେପି କର୍ମୀ କୁ ଧରି ବୃକ୍ଷ ରୋପଣ କରିବା ସହିତ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ,