ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଆଜକୁ ଦୀର୍ଘ ଦିନ ହେଲା ବିଡ଼ିଓ ନଥିଲେ, ଦୀର୍ଘ ଦିନର ପ୍ରତୀକ୍ଷା ର ଅବସାନ ଘଟିଛି, ଗଣିଆ ରେ ନୂତନ ବିଡ଼ିଓ ଭାବେ ଦାୟୁତ ଗ୍ରହଣ କରିଛନ୍ତି ସାଗର ନନ୍ଦ, ଗୁରୁବାର ଦିନ ଅପରାହ୍ନ 4ଘଟିକା ସମୟରେ ସେ ବ୍ଲକ କାର୍ଯ୍ୟାଳୟ ରେ ପହଂଚିବା ପରେ ତାକୁ ବ୍ଲକ ତରଫରୁ ବିପୁଳ ସ୍ୱାଗତ ସମ୍ବଦ୍ଧନ ଜ୍ଞାପନ କରାଯାଇଥିଲା, ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ତାକୁ ଭେଟି ସମ୍ବର୍ଦ୍ଧନା କରିଥିଲେ, ଭାରପ୍ରାପ୍ତ ବିଡ଼ିଓ ପ୍ରୀତିବାଳା ରଣା ଙ୍କ ଠାରୁ ସେ ଦାୟୁତ ଗ୍ରହଣ କରିଥିବା ଜଣାପଡିଛି, ଆଗାମୀ ଦିନରେ ଗଣିଆ ବ୍ଲକ ରେ ଥିବା ବିଭିନ୍ନ ପ୍ରକାର ସମସ୍ତ ସମସ୍ୟା ଗୁଡିକ ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ସେ ପ୍ରତିଶୃତି ଦେଇ ଥିଲେ,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ