ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟସଭା ସଂସଦ ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେଇଛନ୍ତି। ମମତା ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ମମତା ମହାନ୍ତ।

More Stories
‘ପ୍ରଗତି’ ଦଳର ସପ୍ତମ ପ୍ରତିଷ୍ଠା ଦିବସ ମା’ର ସମ୍ମାନ ଦେଶର ସମ୍ମାନ ଆମର ସଂକଳ୍ପ ମଦମୁକ୍ତ ଓଡ଼ିଶା
ମନ୍ତ୍ରୀପଦ ପାଇଁ ୭୫ ଲକ୍ଷ !
ଭକ୍ତ ଦାସ ନୂଆ ପିସିସି ସଭାପତି