ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ୧୧ କେଭି ବିଦ୍ୟୁତ ବିଭାଗ ପରିସରୁ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଚୋରି ହୋଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ବିଦ୍ୟୁତ ବିଭାଗ ଅଫିସ ଭିତରେ ଥିବା ଟ୍ରାନ୍ସଫର ରୁ ଖୋଲି ସେଥିରୁ ତମ୍ବା ତାର ଖୋଲି କେହି ଦୁର୍ବୁତ୍ତ ଚୋରି କରି ନେଇ ଯାଇଛି ବୋଲି ଜଣାପଡିଛି, ଏନେଇ ବିଭାଗ ତରଫରୁ ଏତେଲା ଦିଆଯାଇଛି, ଅଭିଯୋଗ ପାଇଲା ପରେ ଗଣିଆ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରୀ ରଖିଛନ୍ତି, ଏହି ଚୋରିରେ କିଏ ସମ୍ପୂକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି, ଚୋର ଙ୍କୁ ଗଣିଆ ପୋଲିସ କେବେ ଧରୁଛି ତାହା ଦେଖିବାକୁ ବାକି ରହିଲା |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ