March 18, 2026

Utkal Sambad

ମଙ୍ଗଳବାର କଳାପାଟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ,

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ମା କଳାପାଟ ଙ୍କ ପୀଠ ରେ ବିଶ୍ଵଶାନ୍ତି ମହାଯଂଜ୍ଞ ମଙ୍ଗଳବାର ଦିନ ଆରମ୍ଭ ହେବ ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ପ୍ରତେକ ବର୍ଷ ମାର୍ଗଶିର ମାସରେ ମା କଳାପାଟ ପୀଠରେ 4ଦିନ ଧରି ଯଜ୍ଞ ଅନୁଷ୍ଠିତ ହେବ, ମା ଙ୍କ ପାଖରେ ଚରି ଦିନ ଧରି ଘୃତଯଂଜ୍ଞ, ଜ୍ଞାନ ଯଂଜ୍ଞ, ଅଗ୍ନି ଯଜ୍ଞ, ନାମ ଯଜ୍ଞ, ହନୁମାନ ଚାଳିଶା, ଅଷ୍ଟପ୍ରହରୀ, ପ୍ରବଚନ, ଭାଗବତ ପରାୟଣ, ଭଂଜନ ସମାରୋହ, ପ୍ରସାଦ ସେବନ, ଆଜି କାର୍ଯ୍ୟ ହେବ ବୋଲି ମା ସତ୍ୟଶାନ୍ତି ସେବା ଶ୍ରମ, ଭୁବନେଶ୍ୱର କମିଟି ତରଫରୁ ଜଣାପଡିଛି |