December 4, 2025

Utkal Sambad

କାର୍ତ୍ତିକ ମାସ ଉପଲକ୍ଷେ ଗଣିଆ କଳାପାଟ ମନ୍ଦିରରେ ଦୀପଦାନ ସହିତ ମାତୃମଣ୍ଡଳୀ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ମା କଳାପାଟ ଙ୍କ ପୀଠରେ କାର୍ତ୍ତିକ ମାସ ଉପଲକ୍ଷେ ଦୀପଦାନ ସହିତ ମାତୃମଣ୍ଡଳୀ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, କାର୍ତ୍ତିକ ମାସ କୁ ଧର୍ମ ମାସ ବୋଲି ଗଣିଆ ମା କଳାପାଟ ଙ୍କ ପୀଠରେ ଆଜି ଦୀପଦାନ ସହିତ ମାତୃମଣ୍ଡଳୀ ଅନୁଷ୍ଠିତ, ଏହି ଦୀପଦାନ ରେ 500ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ଥିଲେ, ଏହି ଦୀପଦାନ ରେ ଗଣିଆ ଗ୍ରାମବାସୀ ଲୋକ ମାନେ ସହଯୋଗ କରିଥିଲେ |