ଗଣିଆ -(ମନୋରଞ୍ଜନ ମଳିକ )-ବିହାର ରେ ଦୁଇ ଓଡ଼ିଆ ଯୁବକ ମୃତୁ ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରାସଙ୍ଗ ଗ୍ରାମ ପଂଚାୟତ ର କାଦୁଆ ଗ୍ରାମର ବିଜୟ ବେହେରା, ଗୋଛାବାରୀ ଗ୍ରାମର ମିଲୁ ବେହେରା ଉଭୟ ମିଶି ବିହାର ପାଟଣା ରେ ଦାଦନ ଖଟି ବାକୁ ଜୁଲାଇ ମାସରେ ଏଲାଣ୍ଡି କମ୍ପାନୀ କୁ ଯାଇ ଥିଲେ, ସେଠାରେ ଉଭୟ ଙ୍କ ମୃତୁ ଘଟିଛି ବୋଲି ଜଣାପଡିଛି, ଉଭୟ ଯୁବକ ଙ୍କ ପରିବାର ଗରିବ ଲୋକ ହୋଇ ଥିବାରୁ ସରକାରୀ ସାହାଯ୍ୟ ଦେବାକୁ ଅଂଚଳ ବାସୀ ଦାବୀ କରିଛନ୍ତି I

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ