ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ରେ ଆଳୁ ପରେ ପିଆଜ ଦର ଆକଶଛୁଆଁ,ଖବର ନେବାରେ ଜଣାଗଲାଯେ ଗଣିଆ ବଜାର ଉପରେ ଥିବା ପନିପରିବା ଦୋକାନ ଗୁଡିକରେ ପିଆଜ ଦର କେଉଁଠି ୬୫ତ କେଉଁଠି ୭୦ଟଙ୍କା ପହଞ୍ଚିଲାଣି, ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ, ଦିନକ କୁ ଦିନ ଖାଇବା ସାମଗ୍ରୀ ଉପରେ ଦରଦାମ ବୃଦ୍ଧିକୁ ନିନ୍ଦା କରୁଛନ୍ତି ଗ୍ରାହକ, ପ୍ରଥମେ ଆଳୁ ପାଇ ବେଶ୍ କିଛି ଦିନ ହନ୍ତସନ୍ତ ହେବାକୁ ପଡ଼ିଥିଲା, ବେପାରୀ ମାନକ ମାନମାନି ଯୋଗୁ ପିଆଜ ଦର ବୃଦ୍ଧି ପାଉଛି, ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧରଣ ଦାବୀ କରିଛନ୍ତିI
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ