ଗଣିଆ: (ମନୋଜ ମଳିକ: ରାଜ୍ୟ ସରକାର ଲୋକ ମାନକ ପାଇଁ ବିଭିନ୍ନ ଯୋଜନ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ମାନକ ପାଇଁ ସୁଭଦ୍ରା ଯୋଜନା କରିଛନ୍ତି, ଏହି ଯୋଜନାରେ ପ୍ରତ୍ୟେକ ମହିଳା ମାନେ ଯେପରି କେହି ବାଦ ପଡ଼ିବେନି ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଓ ପ୍ରତ୍ୟେକ ପଞ୍ଚାୟତରେ ସୁଭଦ୍ରା ଯୋଜନା ବିଷୟରେ ଲୋକ ମନକୁ ସଚେତନ କରିଥିଲେ, ଖବର ନେବାରେ ଜଣାଗଲାଯେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ସାଂସଦ ପ୍ରତିନିଧି ଶରତ କୁମାର କର, ବିଡ଼ିଓ DR,, ବେବିତା ମଞ୍ଜରୀ ନାୟକ,CDPO; ଉଷାରାଣୀ ସାହୁ, ସୁପର ଭାଇଜର ଟୁନି ଦାସ କାଦବିନି ନାୟକ, ସୁନିତା କୁମାରୀ ଗଣିଆ ବଜାର ପରିକ୍ରମା କରିଥିବା ସହିତ ଲୋକ ମନକୁ ସଚେତନ କରିଥିଲେ, ବ୍ଲକ୍ ପରିସର ରେ ବୈଠକ କରି ସଚେତନ ସଭା କରିଥିଲେ |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ