Share this… Facebook Whatsapp Twitter Linkedin ନୂଆଦିଲ୍ଲୀ: ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ତିହାର ଜେଲରେ ପହଞ୍ଚି କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ଏବଂ ପରେ ଜିଏଡି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳ ରାୟଙ୍କ ସହ କଥାବାର୍ତ୍ତା କରି କେଜ୍ରିଓ୍ବାଲ କହିଛନ୍ତି, ସ୍ବାଧୀନତା ଦିବସରେ ଏଥର କେବଳ ମନ୍ତ୍ରୀ ଆତିଶୀ ପତାକା ଉତ୍ତୋଳନ କରିବେ। ଏହି ପରିପ୍ରେକ୍ଷୀରେ ପତାକା ଉତ୍ତୋଳନ ପାଇଁ ଏସିଏସ୍ ଜିଏଡି ବିଭାଗ ଦ୍ୱାରା ସମସ୍ତ ପ୍ରସ୍ତୁତି ଚାଲିଛି। ମନ୍ତ୍ରୀ ଗୋପାଳ ରାୟ ଏକ ଚିଠି ଲେଖି ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। Share this… Facebook Whatsapp Twitter Linkedin Tags: Kejriwal Post navigation Previous ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟର ଦିନିକିଆ କଥାମୃତ ଭଜନNext ଶରଦ ପାୱାରଙ୍କୁ ଏକ ବଡ ଝଟକା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା January 24, 2026 utkal sambad ଦେଶ ବିଦେଶ ୬୧୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ January 24, 2026 utkal sambad ଦେଶ ବିଦେଶ ମାୟାବତୀଙ୍କ ମନ୍ତବ୍ୟ: ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ January 24, 2026 utkal sambad
More Stories
ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା
୬୧୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ
ମାୟାବତୀଙ୍କ ମନ୍ତବ୍ୟ: ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ