ଗଣିଆ-(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଇନ୍ଦିପଟା ଗ୍ରାମରେ ଥିବା ଶ୍ରୀ ଶ୍ରୀ ବାବା ବିଶ୍ୱନାଥ ମହାଦେବ ଙ୍କର 50ତମ ବିଶ୍ଵଶାନ୍ତି ମହା ଯଂଜ୍ଞ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି,ଇନ୍ଦିପଟା ଗ୍ରାମର ସଭାପତି ଶ୍ରୀଯୁକ୍ତ ଅଖିଳ ବିହାରୀ ପାଣିଗ୍ରାହୀ (ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ, ସଭାପତି)ଙ୍କ ସୂଚନା ଅନୁସାରେ ତା-9/5/25 ଶୁକ୍ରବାର ଦିନ ଅଧିବେଶ, 10/5/25ତାରିଖ ରେ 108କଳସ ଯାତ୍ରା ସହିତ ମହିଳା ସଂକ୍ରିତନ,, ସହିତ ଗଣିଆ ସାଂସୃତିକ ପରିଷଦ ର ଛୋଟ ଛୋଟ କଳାକାର ଙ୍କ ଦ୍ଵାରା ଡ୍ୟାନ୍ସ, 11/5/25ତାରିଖ ରେ ଅଷ୍ଟପ୍ରହରୀ, ସଂକ୍ରିତନ,ଅନ୍ଧ ମୁକ ବଧିର ଭଂଜନ ସମାରୋହ, 12/5/25ତାରିଖ ରେ ସାଧୂସନ୍ଥ ସମିଳନୀ, ଏହି ସବୁ କାର୍ଯ୍ୟସୂଚୀ ଅନୁସାରେ କରାଯିବ, ଏହି ଯଂଜ୍ଞ 4ଦିନ ଧରି ଚାଲିବ, ପ୍ରତେକ ଦିନ ରୁଦ୍ରାଭିଷେକ, ଚଣ୍ଡୀପାଠ, ଅଷ୍ଟପ୍ରହରୀ,ଏହି ଯଂଜ୍ଞ ରେ ମୁଖ୍ୟ କର୍ତା ଭାବେ ପର୍ଶୁରାମ ପାଣିଗ୍ରାହୀ ଓ ପତ୍ନୀ ଶୈଳବାଳା ପାଣିଗ୍ରାହୀ,ସାତ ମୌଜା ର ସଭାପତି ମାନଙ୍କ ସହିତ ଗ୍ରାମର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ସମ୍ପାଦକ ନିରଞ୍ଜନ ବାରିକ ଙ୍କ ସହିତ ଗ୍ରାମ୍ୟ କମିଟି ସଦସ୍ୟ ଶିନିବାସ ପାଣିଗ୍ରାହୀ, ପ୍ରହଲ୍ଲାଦ ପାଣିଗ୍ରାହୀ, ପାଣ୍ଡଵ ରଣା, ମଣି ବାରିକ, ପ୍ରତାପ ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ, ମିଲୁ ପଣ୍ଡା, ମନ୍ଦର ବେହେରା, କ ସହିତ ଇନ୍ଦିପଟା ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା