October 11, 2025

Utkal Sambad

Month: March 2025

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ପରିସରରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ଏଲିଡିଟି...

ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସର ସର୍ବଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଉପଭୋଗ କରୁଛନ୍ତି ସମଗ୍ର ଓଡ଼ିଶାରେ ୩୦ ଜିଲ୍ଲାରେ ସମସ୍ତ ତହସିଲ, ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫଲାଇନ ପାଲଟିଛି ଜିଓ ଏୟାରଫାଇବର ଭୁବନେଶ୍ୱର: ସାରା ରାଜ୍ୟରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଅସୀମ ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ...

'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନ ଆରମ୍ଭ ଏହି କଲେକ୍ସନରେ ଆକର୍ଷଣୀୟ କାଜୁଆଲ୍ ପୋଷାକ, ୱାଓ ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ସାମିଲ ରହିଛି ବେଙ୍ଗାଲୁରୁ: ରିଲାଏନ୍ସ ଟ୍ରେଣ୍ଡ୍ସ ବଜାରରେ ଏହାର ନୂତନ ଗ୍ରୀଷ୍ମକାଳୀନ ତଥା ଅକେଜନ ପୋଷାକ କଲେକ୍ସନ ଶୁଭାରମ୍ଭ କରିଛି। କମ୍ପାନୀଟି 'ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ' ଅଭିଯାନର ଶୁଭାରମ୍ଭ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରା ସହିତ କରିଛି। ଗ୍ରୀଷ୍ମ ଛୁଟିରେ ଯାତ୍ରା ସହିତ ଫ୍ୟାଶନର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନୂତନ ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସମ୍ଭାର ବା କଲେକ୍ସନ ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରାଙ୍କ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯେଉଁଥିରେ ଉଭୟ ତାରକା ଆକର୍ଷଣୀୟ କାଜୁଆଲ ପୋଷାକଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ପିନ୍ଧିଥିବା ଦେଖାଯାଇଛି। ରିଲାଏନ୍ସ ଟ୍ରେଣ୍ଡସର ନୂତନ ସମ୍ଭାର ଗ୍ରାହକମାନଙ୍କୁ ଏପରି ଏକ ଦୁନିଆକୁ ନେଇଯିବ ଯେଉଁଠାରେ ପରମ୍ପରା ଏବଂ ଆଧୁନିକତା ଏକାଠି ଚାଲିଥାଏ। ଏହି ସମ୍ଭାରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଟ୍ରେଣ୍ଡି ଡିଜାଇନ୍ ଏବଂ ଫ୍ୟାଶନର ଅପୂର୍ବ ଝଲକ ପ୍ରତିଫଳିତ ହୋଇଛି। ଯଦିଓ ଏହି ନୂତନ ସମ୍ଭାର ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି, ରିଲାଏନ୍ସ ଟ୍ରେଣ୍ଡ୍ସରେ ବର୍ଷସାରା ଏବଂ ପ୍ରତ୍ୟେକ ଅବସର ଓ ଋତୁ ପାଇଁ ବିଶାଳ ସମ୍ଭାର ଉପଲବ୍ଧ ହୋଇଥାଏ। ଉତ୍ସବକାଳୀନ ପୋଷାକ ହେଉ, କାଜୁଆଲ୍ ପୋଷାକ ହେଉ କିମ୍ବା ଟ୍ରେଣ୍ଡି ପୋଷାକ, ରିଲାଏନ୍ସ ଟ୍ରେଣ୍ଡ୍ସରେ ସମସ୍ତଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ "ଏହି ସିଜନରେ, ରିଲାଏନ୍ସ ଟ୍ରେଣ୍ଡ୍ସ ଏହାର ସବୁଠାରୁ ନୂତନତମ କଲେକ୍ସନ ପ୍ରସ୍ତୁତ କରିଛି, ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଶୈଳୀ ଓ ଷ୍ଟାଇଲ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ। ନୂତନ ରେଞ୍ଜ କେବଳ ଟ୍ରେଣ୍ଡରେ ରହିଛି ତା ନୁହେଁ ବରଂ ଏହା ନୂଆ ଟ୍ରେଣ୍ଡ ତିଆରି କରିଛି।"

ଏଥିସହିତ ଜିଓକୁ ମିଳିଲା ଆନ୍ତର୍ଜାତୀୟ ଡବ୍ଲୁଆଇପିଓ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ଟ୍ରଫି ଜିଓ ପକ୍ଷରୁ ୪ ହଜାରରୁ ଅଧିକ ପେଟେଣ୍ଟ ଦୂରସଂଚାର, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି ସମ୍ମାନୀତ କଲେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ନୂଆଦିଲ୍ଲୀ: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର ହାସଲ କରିଛି। ଗୋଟିଏ...

ଭୁବନେଶ୍ୱର: ଓଡ଼ିଆ ପରମ୍ପରା ଓ ସମାଜଚେତନା ଭିତ୍ତିକ ଓଡ଼ିଆ ସିନେମା "ଆଜିର ରେବତୀ" ଆସନ୍ତା ୧୧ ଏପ୍ରିଲରେ ମୁକ୍ତିଲାଭ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ...

ଭୁବନେଶ୍ୱର: ସ୍ଥାନୀୟ ନୂଆପଲ୍ଲୀସ୍ଥିତ ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ ପକ୍ଷରୁ ଚତୁର୍ଥ ଅଣ୍ଡର-୧୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାରେ ଭୁବନେଶ୍ବରର ବିବିସିଏ କ୍ରିକେଟ୍ କ୍ଲବ୍...

ଭୁବନେଶ୍ବର: ଗୌମାତାଙ୍କ ସଂରକ୍ଷଣ, ସମ୍ବର୍ଦ୍ଧନା, ପ୍ରଚାର, ପ୍ରସାର, ବିକାଶ ହେତୁ ଆଜି ଭୁବନେଶ୍ଵର ଲୋୱର ପିଏମଜୀ ମାଷ୍ଟର କ୍ୟାଣ୍ଟିନ ଛକରେ ବିଶାଳ ଜନ ସମାବେଶର ଆୟୋଜନ ହୋଇଥିଲା।...

‘‘ବିକଶିତ ଭାରତ ଗଠନରେ ଉଦ୍ୟୋଗୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ’’ – ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧାରୀ ଭୁବନେଶ୍ୱର: ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ...