ଭୁବନେଶ୍ୱର: ରୋଟାରୀ ଇଣ୍ଟରନ୍ୟାଶନାଲ ଜିଲ୍ଲା ଥ୍ରୀଟୁ /ସିକ୍ସଟୁ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍ ଅଫ୍ ହେରିଟେଜ ଭୁବନେଶ୍ୱର ପକ୍ଷରୁ ଏକ ଗୌରବମୟ ସମ୍ବର୍ଦ୍ଧନା...
Month: January 2025
ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି l ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ...
ରିଲାଏନ୍ସ ଫାଉଣ୍ଡେସନ ସହିତ ଯୋଡି ହୋଇଥିବା ଆଥଲେଟମାନେ ୮ ଟି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ବୋର୍ଗୋହେନ ପ୍ୟାରିସ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଡେରାଡୁନ୍ : ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଯୋଡି ହୋଇଥିବା ୫୦ ରୁ ଅଧିକ ଆଥଲେଟ୍ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡାର ୩୮ତମ...
ଭୁବନେଶ୍ୱର : ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରଭାବଶାଳୀ ସଚେତନତା ଅଭିଯାନ ସହିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ପଦକ୍ଷେପ ସଡ଼କରେ ନିଜର...
ଶତାବ୍ଦୀର ଶେଷ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ହେବ - ମୁକେଶ ଅମ୍ବାନୀ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ)ର ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ମୁକେଶ ଅମ୍ବାନୀ ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ...
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧ ୯ ତାରିଖରେ "ପ୍ରିୟ ଖବର" ପାଳନ କରିବାକୁ ଜାଉଛି ତାର ଏକାଦଶ ତମ ସ୍ଵନକ୍ଷେତ୍ର ଉତ୍ସବ l ଏହି ପ୍ରରିପେକ୍ଷୀରେ ବିଗତ...
ଭୁବନେଶ୍ୱର:ଭୁବନେଶ୍ୱର ଉପକଣ୍ଟ ଦାରୁଠେଙ୍ଗ ଠାରେ ଭୁବନେଶ୍ୱର ଫିଟ୍ନେସ କ୍ଲବ ବହୁ ଧୁମ ଧାମ ରେ ପାଳନ କରିଛି ତାର ତୃତୀୟ ବାର୍ଷିକ ଉତ୍ସବ। ମହାମାରୀ କରୋନା ସମୟରେ...
କୌଣସି ସାଉଣ୍ଡ ବକ୍ସ ବିନା ଜିଓସାଉଣ୍ଡପେ ରୁ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ କୋଟି କୋଟି କ୍ଷୁଦ୍ର ବ୍ୟବସାୟୀ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ଗଣତନ୍ତ୍ର ଦିବସରେ ଶୁଭାରମ୍ଭ ହେବ ଜିଓସାଉଣ୍ଡପେ (JioSoundPay) ମୁମ୍ବାଇ: ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ (JioSoundPay) ଶୁଭାରମ୍ଭ କରାଯିବ। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ...
ଭୁବନେଶ୍ବର :ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ ଆଜି ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର...
ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୩.୮୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ନଭେମ୍ବର ମାସରେ ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଓ ଓୟାରଲାଇନ ଗ୍ରାହକ ଯୋଡିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡିଛି । ଏହି ମାସରେ ଜିଓ ୯୧୦୦୦ରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଉପଭୋକ୍ତା ଏବଂ ୧୩୮୦୦ରୁ ଅଧିକ ନୂଆ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି । ଏଥିସହିତ ଓଡ଼ିଶାରେ ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୫୫ କୋଟି ଅତିକ୍ରମ କରିଛି । ଟ୍ରାଇ ତଥ୍ୟ ଅନୁସାରେ ନଭେମ୍ବର ମାସରେ ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି । ବିଏସଏନଏଲ ଏହି ମାସରେ ପ୍ରାୟ ୧୫୦୦୦ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୨୬୦୦୦ ରୁ ଅଧିକ ମୋବାଇଲ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡ଼ିଆ ୬୦୦୦ରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ନଭେମ୍ବର ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୭୪ ହଜାର ବୃଦ୍ଧି ପାଇ ପାଖାପାଖି ୩.୪୨ କୋଟିରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ଏହି ମାସରେ ସର୍ବାଧିକ ୧୨ ଲକ୍ଷ ମୋବାଇଲ ଉପଭୋକ୍ତା ଯୋଡ଼ିଥିବା ବେଳେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତି ସୁଦୃଢ କରିଛି । ନଭେମ୍ବର ମାସରେ ୧୩୮୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୮୪ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି । ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ର ଆନନ୍ଦ ନେଇପାରୁଛନ୍ତି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ...