March 18, 2026

Utkal Sambad

Year: 2024

  ଚାର୍ଟାର୍ଡକାର୍ଗୋ ବିମାନ ଦ୍ୱାରା ଆଫ୍ରିକୀୟ ହାତୀମାନଙ୍କୁ ଭାରତ ଅଣାଯାଇଛି  ଅଚତମ, କାନି ଏବଂ ମୀନା ନାମକ ତିନି ହାତୀଙ୍କୁ ଉଦ୍ଧାର କରାଯାଇଛି ଅନନ୍ତ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି 'ବନତାରା' ଜାମନଗର: ଦୀପାବଳୀ ଅବସରରେ ତିନିଟି ଆଫ୍ରିକୀୟ ହାତୀଙ୍କୁ ଟ୍ୟୁନିସିଆରୁ ଉଦ୍ଧାର କରାଯାଇ ଭାରତର ଜାମନଗର ସ୍ଥିତ ବନତାରାକୁ ଅଣାଯାଇଛି। ଏହି ୨୮...

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ କିଶୋର ପ୍ରସାଦ ଗ୍ରାମ ପଂଚାୟତ ରେ ଥିବା ଡ଼କ୍ଟର, ଆର, ସି, ସାମନ୍ତରାୟ ବିଜ୍ଞାନ ଓ...

ଭୁବନେଶ୍ବର: ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟଶିଳ୍ପୀ ସୋନାକ୍ଷୀ ସାହୁ , ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଙ ପ୍ରିୟଙ୍କା ମିଶ୍ରଙ୍କ ଦ୍ଵାରା ମାଲେସିଆର ସିରିଡ଼ି ସାଇ ବାବା...

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍ ଅମ୍ବାନୀ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି। ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ। ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ। ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛୁ। ” ଗତ ଦଶ ବର୍ଷ ମଧ୍ୟରେ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି। ଏହି ଅବଧି ମଧ୍ୟରେ ଏହି ଡାକ୍ତରଖାନା ୫୦୦ ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି।

ସୀମିତସମୟଅଫର୍: ୩୦% ରିହାତିସହିତଉପଲବ୍ଧହେଉଛିଜିଓଭାରତଫୋନ ମାସିକରିଚାର୍ଜରେହେବ୪୦ପ୍ରତିଶତସଞ୍ଚୟ ଜିଓମାର୍ଟ, ଆମାଜନଏବଂନିକଟସ୍ଥଷ୍ଟୋରଗୁଡିକରେଉପଲବ୍ଧ ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦...

ବିଶିଷ୍ଟ ବ୍ୟକ୍ତି, ମିଡ଼ିଆ ବ୍ୟକ୍ତିତ୍ୱଙ୍କ ଭୂୟସୀ ପ୍ରଶଂସା ୨୬ ତାରିଖ ସନ୍ଧ୍ୟାରେ ହେବ ସାରା ରାଜ୍ୟରେ ପ୍ରଦର୍ଶନ ଭୁବନେଶ୍ବର: ପ୍ରଯୋଜକ କୁମାର ପ୍ରିତମ ଦର୍ଶକଙ୍କୁ କାଳୀପୂଜାରେ ଭେଟି...

- ଭାରତରେ ଏଆଇ ଭିତ୍ତିଭୂମି ସୃଷ୍ଟି ପାଇଁ ରିଲାଏନ୍ସ ଏବଂ ଏନଭିଡିଆ ଏକାଠି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ଏବଂ ଜେନସେନ ହୁଆଙ୍ଗ -...