ମୁମ୍ବାଇ: ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ରବିବାର ସନ୍ଧ୍ୟାରେ (ସେପ୍ଟେମ୍ବର ୨୯, ୨୦୨୪) ‘ୟୁନାଇଟେଡ୍ ଇନ୍ ଟ୍ରାଏମ୍ଫ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ...
Month: September 2024
ଭୁବନେଶ୍ୱର : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ...
ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ସମୂହ...
ନୟାଗଡ଼ -(ମନୋରଞ୍ଜନ ମଳିକ)- ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟନ ନୟାଗଡ଼ ପୁରୁଣା ସହର ଠାରେ ହୋଇ ଯାଇଛି ବୋଲି ଜଣାପଡିଛି, ସାମ୍ବାଦିକ ସଂଘ କାର୍ଯ୍ୟାଳୟ...
ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଗ୍ରାମ ପଞ୍ଚାୟତ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପାନୀୟ ଜଳ ଅସୁବିଧା ରହିଛି...
ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣଜାରି ରଖିଛି ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ମୁମ୍ବାଇ: ଭାରତର ପ୍ରମୁଖ ଫ୍ୟାସନ୍ ଇଟେଲର୍ ଆଜିଓ ଆଜି ଏହାର ପ୍ଲାଟଫର୍ମରେ ଫ୍ୟାଶନ୍ ଏବଂ ଗୁଣବତା ପାଇଁ ଜଣାଶୁଣା ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍...
ନ୍ୟୁୟର୍କ / ନୂଆଦିଲ୍ଲୀ: ନ୍ୟୁୟର୍କରେ 'ଇଣ୍ଡିଆ ଡେ ଆଟ ୟୁଏନଜିଏ ସପ୍ତାହ' ଅବସରରେ ଗ୍ଲୋବାଲ ସାଉଥର ନେତା ଭାବରେ ଭାରତର ଉଦୀୟମାନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର ବିଶ୍ୱ ବିକାଶ ଏଜେଣ୍ଡାରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିଛନ୍ତି। 'ଟାଇଗରସ ଟେଲ୍: ବିକାଶର ଏକ ନୂତନ ଦିଗନ୍ତର ନିର୍ମାଣ' ଶୀର୍ଷକ ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ୍ ନିର୍ଦ୍ଦେଶିକା ଇଶା ଅମ୍ବାନୀ, ଗୁଏନାର ବୈଦେଶିକ ମନ୍ତ୍ରୀ ହ୍ୟୁଗ ହିଲଟନ୍ ଟଡ୍, ଡିପି ୱାର୍ଲ୍ଡ ର ଗ୍ରୁପ୍ ଚେୟାରମ୍ୟାନ୍ ସୁଲତାନ୍ ଅହମ୍ମଦ ବିନ୍ ସୁଲେୟମ ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଅଂଶଗ୍ରହଣ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ନେତାମାନେ ସମାନ ବିକାଶ ଉପରେ ଚର୍ଚ୍ଚା କରିବା ପାଇଁ ନ୍ୟୁୟର୍କରେ ଏକାଠି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଆମ ଦୁନିଆ ଦ୍ରୁତ ଗତିରେ ବଦଳୁଛି । ବିଶେଷ କରି ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେବା ସହିତ ସଠିକ୍ ପଦକ୍ଷେପ ନେଉଛି। କିନ୍ତୁ ଏହି ମୁହୂର୍ତ୍ତଟି କେବଳ ପରିବର୍ତ୍ତନ ବିଷୟରେ ନୁହେଁ, ଏହା ଏକ ଉନ୍ନତତର ଭବିଷ୍ୟତ ନିର୍ମାଣ କରିବା ବିଷୟରେ ରହିଛି । ବିଶେଷକରି ଯୁବପିଢ଼ିମାନଙ୍କ ବିଷୟରେ । ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି କିନ୍ତୁ ଏକାଠି ମିଳିତ ଭାବରେ କାମ କରି ଆମେ ବାସ୍ତବିକ ପ୍ରଗତି କରିପାରିବା।" ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର କହିଛନ୍ତି କିପରି ଗ୍ଲୋବାଲ ସାଉଥର ନେତୃତ୍ୱ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି । ଜାତିସଂଘରେ ଭାରତର ଭୂମିକାକୁ ଏକ ବିଶାଳ ହୃଦୟ ରହିଥିବା ଦେଶ ଭାବରେ ସ୍ୱୀକାର କରାଯାଇଛି ଏବଂ ଏକ ଏପରି ଦେଶ ଯାହା ଗ୍ଲୋବାଲ ସାଉଥକୁ ପୁଣିଥରେ ବାର୍ତ୍ତାରେ ପୁନଃ ସାମିଲ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କିପରି ଟେକ୍ନୋଲୋଜିର ଗଣତାନ୍ତ୍ରିକକରଣ କରୁଛୁ ତାହା ଦେଖିବା ମହତ୍ତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ଦ୍ୱାରା ମିଳିତ ଭାଵେ “ଦ...
ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଅଫିସ୍ ସମ୍ମୁଖରେ ଥିବା ପାଚେରୀ କୁ ଲାଗି ଏକ କୃତ୍ରିମ ଜଙ୍ଗଲ ରେ ପରିଣତ ହୋଇ ଥିଲା...
ଏନଏମଏସିସି ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି - ମ୍ୟାଡାମ୍ ଫିଗାରୋ ଏନଏମଏସିସି ସହିତ ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ଆମଷ୍ଟରଡାମ୍, ହଂକଂ ଏବଂ ବର୍ଲିନର କେନ୍ଦ୍ରଗୁଡିକ ମଧ୍ୟ ସାମିଲ ହୋଇଛନ୍ତି ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ...
ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ୩.୨୧ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୧.୮୫ ଲକ୍ଷ...