ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ଶୁକ୍ରବାର ସେ ୫ ମାସ ପରେ ଜେଲ୍ରୁ ବାହାରିଛନ୍ତି। ବାହାରକୁ ଆସି ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକେ ଯେଉଁମାନେ ମୋ’ ଲାଗି ପ୍ରାର୍ଥନା କରୁଥିଲେ, ସେମାନଙ୍କ ଆଶୀର୍ବାଦରୁ ମୁଁ ଆଜି ବାହାରକୁ ବାହାରିଛି। ଜେଲ୍ର କାନ୍ଥ କେଜ୍ରିୱାଲର ଧର୍ଯ୍ୟକୁ ଭାଙ୍ଗି ପାରିବ ନାହିଁ।

More Stories
ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା
୬୧୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ
ମାୟାବତୀଙ୍କ ମନ୍ତବ୍ୟ: ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ