ଗଣିଆ -(ମନୋରଞ୍ଜନମଳିକ )-କଳିଙ୍ଗ କୁସୁମ ଫାଉଣ୍ଡେସନ ଓ ଓଡ଼ିଶା ଫାଉଣ୍ଡେସନ ର ମିଳିତ ସହାୟତାରେ ନୟାଗଡ଼ ଜିଲ୍ଲାର ଗଣିଆଁ, ଦଶପଲ୍ଲା, ନୂଆଗାଁ ବ୍ଲକ୍ ରେ ପନ୍ଦରସହ ଏକର ଜମିରେ ଫଳ ଭିତ୍ତିକ ବୃକ୍ଷ ରୋପଣ କାର୍ଯ୍ୟ ଚାଲୁ ରହିଅଛି। ଏହା ଗ୍ରାମ୍ୟ ଅର୍ଥ ନୀତି ର ସ୍ଥାୟୀ ବିକାଶ ଓ ଅମ୍ଳଜାନ ବାଷ୍ପ ଦ୍ଵାରା ପୃଥିବୀ କୁ ସୁରକ୍ଷା ଦେବାରେ ସହାୟକ ହେବ।ଏହି ପରିପେକ୍ଷିରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ତତ୍ତ୍ଵାବଧାନରେ ପବିତ୍ର ସ୍ୱାଧୀନତା ଦିବସ ଓ ଶୁଭ ଜନ୍ମାଷ୍ଟମୀ ଅବସର ରେ ଗାଣିଆ ବ୍ଲକ୍ ଅନ୍ତର୍ଗତ ଓସ୍ତିଆ ଗ୍ରାମର ଯୁବକ ସଂଘ ସଭ୍ୟ ବୃନ୍ଦ ଙ୍କ ସହିତ ସ୍ଥାନୀୟ ଶିକ୍ଷକଙ୍କ କରକମଳରେ ଉନ୍ନତ ମାନର କଲମୀ ଆମ୍ବ ବୃକ୍ଷ ଚାରା ରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଛି
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ
ଦଶପଲ୍ଲାରେ ତ୍ରିରଙ୍ଗା ଶୋଭାଯାତ୍ରା